ð¹[କେତୁ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ]ð¹ð¹[[ଦୋଳ ପୂର୍ଣ୍ଣିମା]]ð¹*ð¹୩-୩-୨୦୨୬((ମଙ୍ଗଳବାର))ð¹ðª·ðª·ðª·ðª·ðª·ðª·ðª·ðª·ðª·ðª·*କୁମ୍ଭ ଦି୧୯ ନ ଫାଲଗୁନ ଶୁକ୍ଲ ପୂର୍ଣ୍ଣିମା ଦ୨୭।୨୨ ଦିଘ୫।୬ ମଘା ଦ୪।୫୩ ଦିଘ ୮।୬,ସିଂହଚନ୍ଦ୍ର ଦ୬୦ ନିଶାନ୍ତ।ðª·ðª·ðª·ðª·ðª·ðª·ðª·ðª·ðª·ðª·ଭାରତୀୟ ସାଧାରଣ ସମୟ…
ରାୟଗଡ଼ା:ତା-୦୨/୦୩(ବିଏମସି ଟିଭି ଓଡ଼ିଆ) ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।…
ବିଷମକଟକ: ତା -୦୩/୦୩(ବିଏମସି ଟିଭି ଓଡ଼ିଆ) କଥା ଦେଇ କଥା ରଖିଲେ ବ୍ଲକ ଉପାଧକ୍ଷ I କିଛି ଏଭଳି ଭାବେ ଆଜି ବିଷମକଟକ ବ୍ଲକ ଉପାଧକ୍ଷ ଙ୍କୁ…
ବେଲଗୁଣ୍ଠା: ତା -୦୧/୦୩(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଏକ ପାଠଚକ୍ର ମହାବିଦ୍ୟାଳୟ ର…
ବୋଲଗଡ ; ତା-୨୮/୦୨ (ବିଏମସି ଟିଭି ଓଡ଼ିଆ) ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ପିଚୁକୁଳି ଠାରେ ବୋଲଗଡ ବ୍ଲକ ଅଞ୍ଚଳର ଉଚ୍ଚ କୋଟିର ଇଂରାଜୀ ଶିକ୍ଷା ବିକାଶ…
ମୁନିଗା (Moringa) ବା ସଜନା ଶାଗ ଏବଂ ଏହାର ଛୁଇଁ ଆମ ସ୍ୱାସ୍ଥ୍ୟ ପାଇଁ ଏକ ପ୍ରକାର “ସୁପରଫୁଡ୍”। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ୍ସ ଏବଂ…
ଭୁବନେଶ୍ୱର ; ତା-୨୮/୦୨ ( ବିଏମସି ଟିଭି ଓଡ଼ିଆ) ପମି ପୁନିଆ ର ଓଡ଼ିଆ ଲୋକ ଗୀତ ଢଗ ଢମାଳି ରେ ଦର୍ଶକ ବିମୋହିତ । ଭୁବନେଶ୍ୱର…
ଢ଼େଙ୍କାନାଳ/ହିନ୍ଦୋଳ: ତା -୦୧/୦୩(ବିଏମସି ଟିଭି ଓଡ଼ିଆ) ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ରାସୋଳ ର ସପ୍ତମ ବାର୍ଷିକ ଉତ୍ସବ ଅବସର ରେ ସହଯୋଗୀ ଅନୁଷ୍ଠାନ…
ବୋଲଗଡ:ତା -୦୧/୦୩(ବିଏମସି ଟିଭି ଓଡ଼ିଆ) କଳାଙ୍ଗ ସନସାଇନ୍ କ୍ରିକେଟ କ୍ଳବ ଅନୁକୁଲ୍ୟରେ ଚାଲିଥିବା ୨୧ତମ କଳାଙ୍ଗ ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଯାଇଛି ।…
ଖୋର୍ଦ୍ଧା/ବୋଳାଗଡ: ତା -୦୨/୦୩(ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ଟାଉନ ନିକଟସ୍ଥ ମନୋରମ ପର୍ଯ୍ୟଟନସ୍ଥଳୀ ତଥା ପ୍ରସିଦ୍ଧ ଶକ୍ତିପୀଠ ମା’ ଭୂୟାଁଣି ଦେବୀଙ୍କ ମନ୍ଦିର ପରିଚାଳନା କମିଟି ଏହାକୁ…
କୋରାପୁଟ:ତା-୦୧/୦୨(ବିଏମସି ଟିଭି ଓଡିଆ) କୋରାପୁଟ ସ୍ଥିତ ବିବେକାନନ୍ଦ ମାର୍ଗ ରେ ରହୁଥିବା ସ୍ବର୍ଗତ ଶ୍ରୀମତୀ ବିଜୟା ମହାପାତ୍ର , ପ୍ରାକ୍ତନ ଗୋଷ୍ଠୀ ଉନ୍ନୟନ ଶିକ୍ଷା ଅଧିକାରୀଙ୍କ ଦ୍ଵାଦଶ…
ପୁରୀ: ତା -୨୮/୦୩(ବିଏମସି ଟିଭି ଓଡ଼ିଆ) ଚନ୍ଦ୍ରଗ୍ରହଣ ପରିପ୍ରେକ୍ଷୀରେ ୧ ଓ ୨ ତାରିଖ ଭକ୍ତଙ୍କ ଭିତରକାଠ ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବାରୁ…
