ରାୟଗଡ଼ା: ତା-୨୩/୧୨(ବିଏମସି ଟିଭି ଓଡ଼ିଆ)
ରାୟଗଡା ଜିଲ୍ଲାର ବିଷମକୋଟକ ବ୍ଲକ ରେ ବହୁଜନ ସମାଜ ପାର୍ଟି(BSP)ପକ୍ଷରୁ ଏକ ଭବ୍ୟ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକର୍ମରେ ବିଷମକଟକ ର ଯୁବ ଓ ସକ୍ରିୟ ସମାଜିକ କର୍ମୀ ଗୌରୀ ପ୍ରସାଦ ପାତ୍ର ବିଧିବଦ୍ଧ ଭାବରେ ବହୁଜନ ସମାଜ ପାର୍ଟି ରେ ଜଗଦାନ କରିଛନ୍ତି । ମିଶ୍ରଣ ପର୍ବରେ ବିଶପ ର ବରିଷ୍ଠ ନେତା ଜିତୁ ଜାକାଶିକା ସାରଙ୍କ ନେତୃତ୍ୱରେ ଏହି ଜଗଦାନ କାର୍ଯ୍ୟ ସମ୍ପନ ହୋଇଥିଲା । ଏହା ସହ ବିଷମକଟକ ବ୍ଲକରେ BSP ର ସଙ୍ଘଠନ ଆହୁରି ମଜବୁତ ହେବାର ଆଶା କରାଯାଉଛି । ଗୌରୀ ପ୍ରସାଦ ପାତ୍ରଙ୍କ ଜଗଦାନ କୁ ନେଇ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉଚ୍ଚାଅ ଦେଖାଯାଇଥିଲା l ଆଗାମୀ ଦିନରେ BSP ଜନସାଧାରଙ୍କ ସମସ୍ୟାକୁ ଆଗରେ ରଖି ଲଢେ଼ଇ ଜାରି ରହିବ ବୋଲି ନେତୃତ୍ୱ କହିଛି ।
ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


