ବୌଦ୍ଧ: ତା – ୧୮/୦୧(ବିଏମସି ଟିଭି ଓଡ଼ିଆ)
ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଗୁନ୍ଦୁଲିଆ ଗ୍ରାମପଞ୍ଚାୟତ ର ଗୁନ୍ଦୁଲିଆ ଗ୍ରାମର କୈଳାସୀ ହାଇସ୍କୁଲ ର ଦୁଇ ହଜାର ସାତ ମସିହା ର ଛାତ୍ର, ଛାତ୍ରୀ ମାନଙ୍କର ବନ୍ଧୁମିଳନ ହୋଇଯାଇଛି। ଏଥିରେ ଦୁଇହାଜର ସାତ ମାଟ୍ରିକ ବ୍ୟାଚ ର ଛାତ୍ରୀ ଭାଗ୍ୟବତୀ କଅଁର ଙ୍କ ଉଦ୍ୟମ କ୍ରମେ ପ୍ରଧାନ ଶିକ୍ଷକ ରାଜୀବ କର୍ମୀ, ବିଦ୍ୟାଧର ମହାକୁଡ଼, ସୁଦର୍ଶନ ଦେହୁରୀ,କ୍ଲର୍କ ରଞ୍ଜନ ଦେହୁରୀ ଛାତ୍ର ରଘୁନ୍ଦନ ଭୁକ୍ତା, ପ୍ରଶାନ୍ତ ମଳିକ, ସୁଦର୍ଶନ ଥାଟି, ସୁଶାନ୍ତ ଝାଙ୍କର, ବାବୁଲା କଅଁର, ଛାତ୍ରୀ ପଦ୍ମିନୀ ମେହେର ସମେତ ଚାଳିଶ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।
ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


