ଜଟଣୀ ; ତା-୨୪/୧୧ (ବିଏମସି ଟିଭି ଓଡ଼ିଆ)
ସମ୍ବାଦ ସାହିତ୍ୟ ଘର ଜଟଣୀ ତରଫରୁ “ନିଶା ଓ ଆଜିର ସମାଜ” କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ନିଶା ଆଜିର ସମାଜ କୁ କିପରି ନଷ୍ଟ କରିଚାଲିଛି ସେହି ବିଷୟ ରେ ଆଲୋଚନା କରାଯାଇଥିଲ। ଉକ୍ତ ଆଲୋଚନା ଚକ୍ର ରେ ସମ୍ପାଦିକା ଅଙ୍କିତା ଶର୍ମା, ଶିତାକାନ୍ତ ଶତପଥୀ, କାଲୀ ଦାସ,ରସ୍ମିମୟୀ ପଟ୍ଟନାୟକ, ଗୋବିନ୍ଦ ସାହୁ, ବ୍ରଜବନ୍ଧୁ ନାୟକ ,ପ୍ରିୟଙ୍କା ମହାନ୍ତି,ପ୍ରଭାତ ବାହିନୀପତି ଦୁଲାଲ ରଞ୍ଜନ ସର୍ବଞ୍ଜ,କିଶୋର ପଟ୍ଟନାୟକ, ଦେବଦତ୍ତ ପଟ୍ଟନାୟକ, ପଦ୍ମନାଭ ପାଣିଗ୍ରାହୀ ଯୋଗଦାନ କରିଥିଲେ।

ସମ୍ବାଦ ସାହିତ୍ୟ ଘରର ସଭାପତି ଜଗଦୀଶ ମହାପାତ୍ରଙ୍କ ପୌରହିତ୍ୟ ରେ ଡାକ୍ତର ସୁକାନ୍ତି ମହାପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଶେଷ ରେ ଆଶୁତୋଷ ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବାପରେ ସଭାପତି ସଭା ଭଙ୍ଗ କରିଥିଲେ।
ବିଏମସି ନ୍ୟୁଜ୍ ଓଡ଼ିଶା।



