ଗୁଣୁପୁର; ତା-୧୨/୧୨ ( ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲା , ଗୁଣୁପୁର ବ୍ଲକ, ଭୀମପୁର ପଂଚାୟତ ଅନ୍ତର୍ଗତ
ମଲାପଦର ଗ୍ରାମର ଗୁଇଁଡୁ ଶବର ଙ୍କ ଗୃହରେ ପ୍ରଧାନମନ୍ତ୍ରୀ ସୂର୍ୟ୍ଯ ଘର ଯୋଜନାରେ ସୋଲାର ପେନେଲ ସଂଯୁକ୍ତ କରାଗଲା ।
ଓଡିଶା ୱେଲଫର ଏସୋସିଏସନ ଟ୍ରଷ୍ଟ ର ଚେୟାରମ୍ୟାନ କରୁଣାକର ଟାକିରି, ବ୍ଲକ ସଂଯୋଜକ ପୂର୍ଣଚନ୍ଦ୍ର ଶବର,
ବୀରେନ୍ଦ୍ର କାର୍ଜି ଟ୍ରଷ୍ଟ ଜୋନାଲ ବୋଡି ମେମ୍ବର ଆରସଡ଼ା ଲାଚନା ଓ ଜୟ ସୋଲାର କମ୍ପାନୀର ଭେଣ୍ଡର ଶାନ୍ଟୁନୁ କୁମାର ବେହେରାଙ୍କ ଦ୍ଵାରା ଏହା ସମ୍ଭବ ହୋଇପାରିଛି। ଟାକିରି କହିଛନ୍ତି ଜିଲ୍ଲାର ପ୍ରତ୍ୟେକଙ୍କ ଘରେ ସୋଲାର ପେନେଲ ଲାଗିବ।
ପ୍ରଧାନମନ୍ତ୍ରୀ ମନ୍ତ୍ରୀଙ୍କ ଦେଇଥିବା ପ୍ରତିଶୃତି ଅନୁଶାରେ ୩୦୦ୟୁନିଟ
ବିଜୁଳି ମାଗଣା ପାଇବା ସତ୍ୟେ ବଳକା ବିଜୁଳିର ଲାଭ
ଉଠାଇ ପାରିବେ।

ଗୁଣୁପୁର ରୁ ମାଳି କେନ୍ଦ୍ରୁକା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।



