ଆନନ୍ଦପୁର: ତା -୨୧/୦୧(ବିଏମସି ଟିଭି ଓଡ଼ିଆ)
ଆନନ୍ଦ ପୁର ବିଧାୟକ ଅଭିମନ୍ୟୁ ସେଠି ଓ ଏ ଅଞ୍ଚଳ ର ଘସିପୁରା ବିଧାୟକ ସାମନ ଅତିଥି ବଦ୍ରୀ ନାରାୟଣ ପାତ୍ର ଆନନ୍ଦ ପୁର ଉପ ଜିଲ୍ଲା ପାଳ ନୀଳ ମାଧବ ସୁନା ଏବଂ ଉତ୍ତରା ଅଂଚଳ ର ସମ୍ବଲପୁର ର କୃଷି ନିରକ୍ଷନ ଯନ୍ତ୍ରୀ ନରେନ୍ଦ୍ର କୁମାର ପଣ୍ଡା ଓ ହାଟତି ବ୍ଲକ ର ଅଧକ୍ଷା ସାବିତ୍ରୀ ସେଠି ଉପଦକ୍ଷ୍ୟା ରତିକାନ୍ତ ରାଉତ ଏମାନଙ୍କ ଦ୍ଵାରା ଦୀପ ପଜଲଣ ଜାତୀୟ ସଂଗୀତ ଗାନ କରିଲେ ଓ ସମାହାର କୁ ଉଦଘାଟନ କରିଥିଲା ଓ ଗଷ୍ଟି ଅଧିକାରୀ ଜୟନ୍ତ କୁମାର ଦାସ ଓ ଶୁଭଶ୍ରୀ ନାୟକ ଉମାନଜରି ମହାନ୍ତ ଓମୟ କୁମାର ପଣ୍ଡା କୃଷକ ବିଭାଗ ର ସମସ୍ତ କର୍ମକର୍ତା ଅଂଶ ଗ୍ରହଣ କରିଥିଲେ ଘସିପୁରା ବିଧାୟକ ଦ୍ଵାରା ଭଲ କୃଷକଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା ଏବଂ ଡିଜିଟାଲ ଯନ୍ତ୍ର ପାତି ଦ୍ଵାରା କେମିତି ସହଜ ହଇପାରିଵ ଅଭିଵାସାନ ରଖିଥିଲେ ଏହି କାର୍ଯ୍ୟକ୍ରମ ଆସନ୍ତା 22ତାରିଖ ପର୍ଯନ୍ତ ଚାଲୁ ରହିବ କିପରି ଗରିବ ଚାଷୀ ମାନେ କମ ମୂଲ୍ୟ ରେ ଯନ୍ତ୍ର ପାତି କ୍ରୟ କରି ଲାଭଵାନ ହେବେ ଏହା ବୁଝାଇ ଥିଲେ ।
ଆନନ୍ଦପୁର ରୁ କୈଳାଶ ଗୁରୁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


