ଭୁବନେଶ୍ବର: ତା -୦୩/୦୨(ବିଏମସି ଟିଭି ଓଡ଼ିଆ)
ହୋଲି ଉତ୍ସବ ରେ ରାତିରେ ପେଟ୍ରୋଲିଙ୍ଗ କରୁଛନ୍ତି ଏସପି,ଡିସିପି, ଆଇଆଇସ ରାତିରେ କଡା ଚେକିଙ୍ଗ କରୁଥିବା ଦେଖୁବାକୁ ମିଳିଛି । ସବୁ ଏରିଆ ବସ୍ତି ସାହି ସବୁ ଜାଗାରେ ଚେକିଙ୍ଗ ହଉଥିବା ଦେଖିବାକୁ ମିଳିଛି ପୋଲିସ ଅଫିସର ଚାଲିଚାଲି ସାହି ଭିତରେ ସବୁ ଏରିଆ ବୁଲୁଛନ୍ତି ସବୁ ଜାଗାରେ ଶାନ୍ତି ଶୁଙ୍ଖଳା ଦେଖିବାକୁ ମିଳିଛି ତମଣ୍ଡୋ ଥାନା ଭଗବାନପୁର ସବୁ ଏରିଆ ଆଇ ଆଇସି ବସନ୍ତ କୁମାର ଦଳାଇ ଏସିପି ତାପସ ଚନ୍ଦ୍ର ପ୍ରଧାନ ଏସଆଇ ନରେନ୍ଦ୍ର କୁମାର ପରିଡା ଅଞ୍ଜନ କୁମାର ସି ସବୁ ପୋଲିସ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛୁ। ସାବଧାନ ସହ ହୋଲି ଖେଳିବା ଓ ଶାନ୍ତିଶୃଙ୍ଖଳା ରେ ହୋଲି ଉତ୍ସବ କୁ ମନୋରଞ୍ଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ୱର ରୁ ସିଟି ରିପୋର୍ଟର ମନୋଜ ବେହେରା ଙ୍କ ରିପୋର୍ଟ
ବିଏମସି ନ୍ୟୁଜ ଓଡ଼ିଶା


