ବନ୍ଧୁଗାଁ ; ତା-୧୭/୦୪ ( ବିଏମସି ଟିଭି ଓଡ଼ିଆ)
କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁରେ ତସିଲଦାରକୁ ବିଭିନ୍ନ ଦାବିନେଇ ଚାଷୀ ମୂଲିଆ ସଂଘ ତରଫରୁ ଦାବିପତ୍ର ପ୍ରଦାନ କରିଛନ୍ତି । ଜଙ୍ଗଲ ଆଦିକାରୀ ଆଇନକୁ ୨୦୦୬ର ଅନୁଯାୟୀ ସିଜିମାଳୀରେ ଆଦିବାସୀ ମାନଂକୁ ଜଙ୍ଗଲ ଆଦିକାରୀ ସୁନିଶ୍ଚିତ ହେଇନାହିଁ। ବ୍ୟକ୍ତିଗତ ଓ ଗୋଷ୍ଟିଗତ ଆଧିକାର ଦାବିକୁ ଏଯାଏ ସ୍ବିକ୍ରୁତି ଦିଆଯାଇନି। ପୋଲିସ ଦମନ ବନ୍ଦ କରାଯାଉ, ବେଦାନ୍ତ କମ୍ପାନୀ ବନ୍ଦ କରାଯାଉ। ଆଦିବାସୀ ମାନଂକୁ ଜଳ, ଜମି, ଜଙ୍ଗଲ ପରିବେଶ ଅଧିକାର ଦିଆଯାଉ।

ଦାବି ଗୁଡିକ ହେଲା:
୧.ସିଜିମାଳିରେ ସରକାର ଗ୍ରାମ ଶୋଭା ଜାଲିଆତିର ତଦନ୍ତ ବନ୍ଦ କରାଯାଉ।
୨.ଗଣତାନ୍ତ୍ରିକ ଭାବେ ଅନ୍ଦୋଳନ କୁ କରୁଥିବା ଲୋକକୁ ଉପେର ପୋଲିସ ଦାମନ ତୁରୁନ୍ତୁ ବନ୍ଦ କରାଯାଉ।
୩.ମାଳି ପାଵର୍ତ (ସିମିଲିଗୁଡା), ସେରିବନ୍ଦ (ପୋଟାଙ୍ଗୀ ), କୁତ୍ରିମଳୀ (କାଶୀପୁର )ଓ ବାଳଡା (ନନ୍ଦପୁର )ଆଦିରରେ ସ୍ଥାନୀୟଲୋକକୁ ଭିଟାମାଟିକୁ ଦଂସ କରିବାକୁ ଜଉଟିବା ଖଣି କନ୍ନ ପୋକଳ୍ପ ଗୁଡିକୁ ବାତିଲି କରାଯାଉ। ନିଜର ଜମି, ଜଙ୍ଗଲ ଓ ଜୀବିକା ର ସୁରକ୍ଷା ପାଇଁ ଗଣତନ୍ତ୍ର ଭାବେ ସଂଟନିକ କରୁ ତିବ ଲୋକକୁ ପୋଲିସଏ ଦାମନ ଓଏଠା୍ୟାଚାର ବନ୍ଦ କରାଯାଉ।

ଅତିରିକ୍ତ ତହସିଦାରକୁ କହିଛନ୍ତି ବନ୍ଧୁଗାଁ ବ୍ଲକରେ ଗାଁ ମାନଙ୍କ ରେ ଘରେ ଡିହର ପଟ୍ଟା କିମ୍ବା ଜଙ୍ଗଲ ଜମି ପଟ୍ଟା ଆଦିବାସୀ ମାନଂକୁ ପଟ୍ଟା ଦେଉ ନାହାନ୍ତି ବୋଲି ସିପିଆଇଏମଏଲ କୋରାପୁଟ ଜିଲ୍ଲା ସୋବାପତି କଣ୍ଡଗୋରି ପଇଡ଼ମା ଓ ମହିଳା ଶବ ନେତ୍ର ପୀଡିକ ସୁରମା ଅବିଯୋଗ କରିଛନ୍ତି ସଙ୍ଗର କୋର୍ମାକୋରତା ମାନେ ଭାଷଣ ଦେଇ ଛନ୍ତି। ସରକାରୀ ବାବୁ ମାନେ ଆଦିବାସୀ ମାନଂକୁ ଅଣଦେଖା କରୁଛନ୍ତି। ଏହି ଆନ୍ଦୋଳନରେ ଚାଷୀ ମୂଲିଆ ସଂଘ ର ଶହେରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ରୁ ମାଲି କେନ୍ଦ୍ରୁକା ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।



