କୋରାପୁଟ: ତା-୧୪/୦୩(ବିଏମସି ଟିଭି ଓଡ଼ିଆ)
ସାଙ୍ଗର ଦ୍ୱାଦଶ ଭୋଜି ଖାଇବାକୁ ଗଲେ ନିଜ ନାଁ ତ୍ରିନାଥ ପାତ୍ର ଆଉ ସାଙ୍ଗ ରଦ୍ଵାଦଶ ଭୋଜି ଖାଇଲେ ସେହିଁ ସାଙ୍ଗ ର ନାଁ ବି ତ୍ରିନାଥ ପାତ୍ର ଦୀର୍ଘ ଘଣ୍ଟା ସାଙ୍ଗ ର ଭୋଜି ରେ ରହିଲେ ସମସ୍ତିଙ୍କ ସହ ମିଳା ମିଶା ହସ ମଜାକ କଲେ ସେଇଠେ ପାଖାପାଖି ଅପରାହ୍ନ ତିନିଟା ତିରିଶ ଯାଏଁ ରହିଲେ ଆଉ ଏକ ଘଣ୍ଟା ପରେ ଖବର ଆସିଲା ହୃଦଘାତ ରେ ତାଙ୍କର ଜୀବନ ଚାଲିଗଲା । ଏମିତି ଏକ ବିସ୍ମିତ କରିଦେଲା ଭଳି ଘଟଣା କୋରାପୁଟ ସହର ର ବରିଷ୍ଠ ବିଜେଡି ନେତା ତଥା ପାରଳାଖେମୁଣ୍ଡି ମାଟିର ସନ୍ତାନ କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ର ବରିଷ୍ଠ ସଦସ୍ୟ ତ୍ରିନାଥ ପାତ୍ରଙ୍କର । ଜଣେ ଜଣାଶୁଣା ସମାଜ ସେବୀ ବରିଷ୍ଠ ନାଗରିକ ମିଷ୍ଟାଳୀ ଭାଷୀ ସୁସଂଗଠକ ଙ୍କ ଆଜି କୋରାପୁଟ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଅପରାହ୍ନ ରେ ମୁର୍ତ୍ୟୁ ହୋଇଥିବାବେଳେ ସାଙ୍ଗର ଭୋଜି ଖାଇକି ଆସି ସାଙ୍ଗ ଭି ଆର ପାରିକି ଚାଲିଯିବା ଘଟଣା ସହର ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି ।
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


