ବ୍ରହ୍ମପୁର: ତା -୧୯/୧୨ (ବିଏମସି ଟିଭି ଓଡ଼ିଆ)
ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ ଙ୍କ ଦିନିକିଆ ବ୍ରହ୍ମପୁର ଗ୍ରସ୍ତ ଅବସରରେ ସ୍ଥାନୀୟ ଶୀତଳାପଲ୍ଲୀ ଠାରେ ବ୍ରହ୍ମପୁର ର ଅନ୍ତର୍ଜାତୀୟ ଷ୍ଟାଡିଅମ,ସମ୍ମନିତ କ୍ରୀଡା ସରଂଚନା, ବ୍ରହ୍ମପୁର ଠାରେ ପ୍ରଦର୍ଶନୀ ପଡିଆ,ଅନ୍ତର୍ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର,ସ୍ଥାପନ ସମ୍ବଧୀୟ ଦାବିପତ୍ର ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଙ୍କୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଓ ସାମୁହିକ ବିକାଶ ପାଇଁ ଅନୁରୋଧ କରିଥିଲେ ଶ୍ରୀ କେ ଅନିଲ କୁମାର।
ବ୍ରହ୍ମପୁର ରୁ କାଳି ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


