ବ୍ରହ୍ମପୁର: ତା -୨୫/୦୧(ବିଏମସି ନ୍ୟୁଜ ଓଡ଼ିଶା)
ସ୍ଥାନୀୟ ୟୁନିୟନ କ୍ଳବ ବ୍ରହ୍ମପୁର ପରିସରରେ ମିଳନ ଉତ୍ସଵ 2026 ପ୍ରଶାନ୍ତ କୁମାର ମହାରଣା ପରିଚାଳନା କରିଥିବା ବେଳେ ଏହାର ବ୍ୟବସ୍ଥାପକ ପ୍ରମୋଦ ଚୌଧୁରୀ ଓ ପ୍ରମୋଦ ଦଶ ( ବୁଲୁ ) କରିଥିଲେ.। ପରିଚାଳନା କମିତିରେ ଶିବାନନ୍ଦ ଚୌଧୁରୀ, ପ୍ରଶ୍ନ ପାଢ଼ୀ, ଶିଶିର ପାଳ, ପ୍ରମୋଦ ସାହୁ , ( ପରି) ବିନୋଦ ପାଢ଼ୀ, ସନ୍ତୋଷ ପଣ୍ଡା, ଆଶିଷ ପଣ୍ଡା, ଶିବ ସାହୁ, କାମାକ୍ଷୀ ପ୍ରସାଦ ଓ କୈଳାସ ଚୌଧୁରୀ ସହିତ ଅନୁଷ୍ଠାନ ର ସମସ୍ତ ବନ୍ଧୁ ( ସାଙ୍ଗ ) ସହଯୋଗ ଓ ସାହାଯ୍ୟ କରିଥିଲେ, , ଏହି ଅବସରରେ ବହୁମୁଖୀ ପ୍ରତିଭାଧାରୀ ସୁଦିପ କୁମାର ସାହୁ, ବରିଷ୍ଠ ନାଟ୍ୟକାର ଓ ସଂଘଠକ ଶ୍ରୀ ରମେଶ ମହାରଣା, ବର୍ଷିଆନ ନିର୍ଦ୍ଦେଶକ ଶ୍ରୀ ରାଜୁ ପାଢ଼ୀ, କ୍ରୀଡା ବିତ ତଥା ବହୁ ମୁଖି ପ୍ରତିଭା ଶ୍ରୀ କେଦାର ନାଥ ଚୌଧୀରି, ବିଶିଷ୍ଟ କଣ୍ଠଶିଳ୍ପୀ ଓ ଦକ୍ଷ ସଂଘଠକ ଶ୍ରୀ ଶ୍ୟାମ ପ୍ରସାଦ ପାଢ଼ୀ ଓ ଯୁବ ପ୍ରତିଭା କଣ୍ଠଶିଳ୍ପୀ କଳାକାର ସୁଶ୍ରୀ ପ୍ରୀତି ମଞ୍ଜରୀ ପ୍ରତିନିଧି ଏହି ଛଅ ଜଣ ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ଭର୍ଦ୍ଦନା ଦିଅ ଯାଇଥିଲା। ଆମନ୍ତ୍ରିତ ଅତିଥି ରୂପେ ଗୁରୁ ଶ୍ରୀ ତ୍ରିନାଥ ମହାରଣା ଓ ଆଉ ଜଣେ ଗୁରୁ ଜୟ ପ୍ରକାଶ ପଣ୍ଡା ମହଦୟ ଯୋଗ ଦେଇଥିଲି ଶେଷରେ ଏହି ଛାତ୍ର ସଂଘଠନ ର ଛାତ୍ର ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହାଇଥିଲା
ବ୍ରହ୍ମପୁର ରୁ କାଳି ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


