ଭୁବନେଶ୍ୱର: ତା -୧୯/୦୨(ବିଏମସି ଟିଭି ଓଡ଼ିଆ)
ବିନା ସିଟ୍ ବେଲ୍ଟ ରେ ଗାଡି ଚଳାଉଛନ୍ତି ଆମ ବସ ଡ୍ରାଇଭର ବନମାଳୀପୁର ରୁ ଭୁବନେଶ୍ୱର ବସ ଆସୁଥିବା ବେଳେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଗାଡି ରେ ନିଜ ମୋବାଇଲ୍ ରେ ଗୀତ ଶୁଣି ମଧ୍ୟ ଗାଡି ଚଳାଉଛନ୍ତି। ଏମିତି ଯଦି ହେବ ତାହେଲେ ବହୁ ଯାତ୍ରୀ ମାନଙ୍କର ଜୀବନ ପ୍ରତି ବିପଦ ଥିବା ଜଣା ପଡୁଛି। ବସ ର ସୁପରଭାଇଜର ଙ୍କୁ କହିଲେ ମଧ୍ୟ ଶୁଣୁନାହାନ୍ତି। ଏହିପରି ଅସାବଧାନତା ଯୋଗୁଁ ବହୁତ ଥର ବସ ଦୁର୍ଘଟଣା ଦେଖିବା କୁ ମିଳୁଛି । ସରକାରଙ୍କ ନିୟମ କୁ ନ ମାନି ଏହିପରି ଗାଡି ଚଲେଇବା ଅପରାଧ ଜାଣି ମଧ୍ୟ ନିୟମ ଉଲଂଘନ କରୁଛନ୍ତି ।
ଭୁବନେଶ୍ୱର ରୁ ମନୋଜ ବେହେରାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


