ବ୍ରହ୍ମପୁର:ତା -୨୭/୧୨ (ଵିଏମସି ଟିଭି ଓଡିଆ)
ବଙ୍ଗଳାଦେଶରେ ହିନ୍ଦୁ ଭାଇ ଦିପୁ ଚନ୍ଦ୍ର ଦାସଙ୍କୁ ଯେଉଁ ଭଳି ଅମାନୁଷିକ ଭାବରେ ଜୀବନ୍ତ ପୋଡ଼ି ମାରି ଦିଆଗଲା ତାର ପ୍ରତିବାଦରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଗୁରୁବାର ଦିନ ଏକ ପଦ ଯାତ୍ରା ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରୁ ରାମ ଲିଙ୍ଗମ ଟେଙ୍କ ସ୍ଥିତ ଶ୍ରୀ ହନୁମାନ ମୂର୍ତ୍ତି ପାଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା ରାଜ୍ୟରେ ନାରୀ ,ଶିଶୁ,ଏବେବି ଅସୁରକ୍ଷିତ ଅଛନ୍ତି।ଯେଉଁ ପର୍ଯ୍ୟନ୍ତ ଆମ ରାଜ୍ୟରୁ ବିଦେଶୀ ମାନଙ୍କୁ ତଡ଼ା ନ ଯାଇଛି ସେ ପର୍ଯ୍ୟନ୍ତ ଆମ ରାଜ୍ୟ ସୁରକ୍ଷିତ ନୁହେଁ ବୋଲି ବିଶ୍ଵ ହିନ୍ଦୁ ପରିଷଦ ର ସଭାପତି ଅଜିତ କୁମାର ମହାପାତ୍ର ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦ ସଭାପତି – ଅଜିତ କୁମାର ମହାପାତ୍ର
,ବିଶ୍ବହିନ୍ଦୁ ପରିଷଦ ସମ୍ପାଦକ – ଜି ଶ୍ରୀନିବାସ ଆଚାରୀ
,ବିଶ୍ବହିନ୍ଦୁ ପରିଷଦ ସମରସତା ପ୍ରମୁଖ ରବିନାରାୟଣ ବେହେରା
,ବଜରଙ୍ଗ ଦଳ ସଂଯୋଜକ ଅଜୟ ବେହେର
, ବଜରଙ୍ଗ ଦଳ ସହ ସଂଯୋଜକ ରୋସନ ସାହୁ
,ବଜରଙ୍ଗ ଦଳ ମିଳନ କେନ୍ଦ୍ର ପ୍ରମୁଖ ଆଲୋକ ସାହୁ
,ବିଶ୍ବହିନ୍ଦୁ ପରିଷଦ ମହିଳା
ଉପ ସଭାପତି ବିନୋଦିନୀ ପଟ୍ଟନାୟକ
,ବିଶ୍ବହିନ୍ଦୁ ପରିଷଦ ମାତ୍ରୁ ଶକ୍ତି ସଂଯୋଜିକା ରଞ୍ଜିତା ଦାସ
,ବିଶ୍ବହିନ୍ଦୁ ପରିଷଦ ଦୁର୍ଗା ବାହୀନି ସଂଯୋଜିକା ହରପ୍ରିୟା ବିଜୁଳି
,ବିଶ୍ବହିନ୍ଦୁ ପରିଷଦ ମହାନଗର ସଭାପତି ଡ଼ଃ ସମରେନ୍ଦ୍ର ସାହୁ,
ବଜରଙ୍ଗ ଦଳ ମହାନଗର ସହ ସଂଯୋଜକ ସୀତାରାମ ବେହେରା ପ୍ରମୁଖ ସହଯୋଗ କରିଥିଲେ।ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସଙ୍କ ରିପୋର୍ଟ ଵିଏମସି ନ୍ୟୁଜ ଓଡ଼ିଶା।


