ବୌଦ୍ଧ ;ତା-୦୭/୦୧(ବିଏମସି ଟିଭି ଓଡ଼ିଆ)

ବୌଦ୍ଧ ଜିଲ୍ଲା ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଏରିଆ ତିଳପଙ୍ଗା ଗ୍ରାମର ଶ୍ରୀଶ୍ରୀ କପିଳେ ଶ୍ଵର ମଦିର ପ୍ରାଙ୍ଗଣରେ ଆଜି ତିନି ଦିନ ହେବ ନବାହ ପାରାୟଣ ହେଉଛି। ଏହା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚଳିବ ଏବଂ ନାମ ସଙ୍କିର୍ତ୍ତନ ତେର ତାରିଖ ଆରମ୍ଭ ହୋଇ ପନ୍ଦର ତାରିଖ ରେ ସରିବ। ଏହା ଅଂଚଳ ର ଲୋକ ଦମ୍ବ ର ଗାଡ ମଠ ର ମହନ୍ତ ବାବା ସର୍ବେଶ୍ଵର ଦାସ ଙ୍କୁ ଦକାଇ କେମିତି ପାରାୟଣ ହେବ ଏବଂଆମ ଉପାନ୍ତ ଅଞ୍ଚଳ ତିଳପଙ୍ଗା ଗ୍ରାମ ର ଶିବମନ୍ଦିର ରେ ନବାହ ପାରାୟଣ ହେବ ତାହା ଗ୍ରାମର ସନତ ସାହୁ ନେତୃତ୍ୱ ରେ ଆଚାର୍ଯ୍ୟ ସଚୀନ ପୁରୋହିତ, ସହଯୋଗୀ ଆଚାଯ୍ୟ ରାମଚନ୍ଦ୍ର ପାଣିଗ୍ରାହୀ ଙ୍କୁ ପୂଜା କାର୍ଯ୍ୟ ତୁଲାଇ ଥିଲେ। ଏବଂ ବ୍ୟାସ ଚଇତନ୍ୟ ମିଶ୍ର ପ୍ରବଚନ ଦେଉଛନ୍ତି । ଏଥିରେ ଅଞ୍ଚଳର ସତ୍ୟ ଖତୁଆ, ସୁମନ୍ତ କଅର, ସୁଦର୍ଶନ ଥାଟି, ଅଙ୍ଗଦ ରଣା, ନବୀନ ଝାଙ୍କର, ଚକ୍ର ରଣା, ସଞ୍ଜିବ ରଣା, ହରିହର ଥାଟି, ଦିଲୀପ ମହାକୁଡ଼, ସିପୁନ ସାହୁ, ଲହରି ରଣା, ଲାଲମଣି ଖମାରି ଚତୁରୁ ରଣା, ଗଣ୍ଡା ରଣା, ସ୍ଵପ୍ନେଶ୍ଵର ବାରିକ, ସପ୍ତେ ଶ୍ଵର ସାହୁ ସ୍ୱାଧୀନ ମଳିକ, ବିଶ୍ଵାମିତ୍ର ମଳିକ, ମୁରଲୀ ବେହେରା, ନବୀନ ଜଗଦଲା ସମେତ ସହଯୋଗ କରିଥିଲେ । ଏବଂ ଗୁନ୍ଦୁଲିଆ ଗ୍ରାମପଞ୍ଚୟତ ର ସରପଞ୍ଚ ଧବଲେ ଶ୍ଵର ସିଂହ ସହଯୋଗ ର ହାତ ବଢ଼ାଇଥିଲେ।

ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


