ବୈଦେଶ୍ୱର ;ତା-୧୪/୦୬(ବିଏମସି ଟିଭି ଓଡିଆ)
ରଜରେ ବଡ଼ ଦୁର୍ଘଟଣା। ବୈଦେଶ୍ୱର ସେତୁ ଉପରେ ଅଟୋ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୁଣ୍ଡ କଟିଗଲା । ଯୁବକ ବଡମ୍ବା ବୃନ୍ଦାବନପୁର ଶୁସିଲ କୁମାର ଗୋଛି। ଭଉଣୀ ଘରକୁ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା। ଅଟୋରେ ଥିବା ୬ ଜଣ ମହିଳା ଆହତ ହୋଇଛନ୍ତି। ବଡ଼ମ୍ବା ମେଡିକାଲ ରେ ଭର୍ତ୍ତି ।
ବୈଦେଶ୍ବର ରୁ ମନୋଜ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


