କୋରାପୁଟ ;ତା-୧୩/୧୨(ବିଏମସି ଟିଭି ଓଡ଼ିଆ)
ଆଜି କୋରାପୁଟ ମୁନିସିପାଲିଟି ର ଅଟୋରିୟମ ହଲ ଠାରେ ସ୍ଥାନୀୟ ଇଂରାଜୀ ମିଡିୟମ ସେଣ୍ଟ ସ୍କୁଲ ର ଚବିଶ ତମ ବାର୍ଷିକ ଉତ୍ସବ ରେ ଚମକିଛନ୍ତି ଏଲ କେଜିରେ ପଢ଼ୁଥିବା କୁନି ଛାତ୍ରୀ ଅସୀମା ପଟନାୟକ ସେ ଏକାଧାର ରେ ନାଚ ଗୀତ କ୍ରୀଡା ସବୁଠିରେ ନିଜର ପାରଦର୍ଶିତା ଦେଖାଇବା ସହ ବିଦ୍ୟାଳୟ ତରଫରୁ ତାଙ୍କୁ ଏଥିପାଇଁ ସ୍ୱତନ୍ତ୍ର ପୁରସ୍କାର ବାର୍ଷିକ ଉତ୍ସବ ରେ ପ୍ରଦାନ କରାଯାଇଛି ।ଏଥିପାଇଁ ବିଦ୍ୟାଳୟ ର ଅଧ୍ୟକ୍ଷ ଶିକ୍ଷକ ଶିକ୍ଷୟତ୍ରୀ ଅସୀମା ଙ୍କ ଅଜା ଆଈ ମାମୁ ମମ୍ମି ସମସ୍ତେ ଖୁସି ବ୍ୟକ୍ତ କରିଥିବାର ଜଣାପଡିଛି ।
କୋରାପୁଟ ରୁ ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


