କୋରାପୁଟ ; ତା – ୨୬ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।
ଆଜି ସାମାଜିକସୁରକ୍ଷା ଓ ସଶକ୍ତି ବିଭାଗ ଦ୍ୱାରା ଜିଲ୍ଲା ପ୍ରଶାସନ ଓ ଏ ଚ ଏ ଲ ର ମିଳିତ ଆନୁକୂଲ୍ୟରେ ଆଜି ୮୪ ଜଣ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଏକ ଇଲେକ୍ଟ୍ରିକ ସ୍କୁଟି ପ୍ରଦାନ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥିଭାବେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଯୋଗଦେଇ ଏହି କାଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।

ଓ ଏହି କାଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଭିନ୍ନକ୍ଷମ ହିତାଧିକାରୀ ଙ୍କ ଜୀବନ ଜୀବିକା ରେ ଏହି ଗାଡି ସହାୟକ ହେବ ବୋଲି କହିଥିଲେ । ସେହିପରି ପ। ପାଞ୍ଚଜଣ ଭିନ୍ନକ୍ଷମ ଙ୍କୁ କୃତିମ ଅଙ୍ଗ ବି ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟ୍ୟରେ ହାଲ ସୁନାବେଡା ର ଉଚ୍ଚପଦସ୍ଥ ଅଧିକାରୀ ଯୋଗଦେଇ ଥିଲେ ।

ସୂଚନା ଯୋଗ୍ୟ ପ୍ରତିବର୍ଷ ଏହି କାଯ୍ୟକ୍ରମ ମାଧ୍ୟ୍ୟମ ରେ ଯୋଗ୍ୟ ବିବେଚିତ ଭିନ୍ନକ୍ଷମ ହିତାଧିକାରୀ କାଯ୍ୟକ୍ରମ ମଧ୍ୟ୍ୟ ମରେ ଏହି ଭଳି ଇଲେକଟ୍ରିକକଲ ସ୍କୁଟି ପ୍ରଦାନ କରୁଥିବା ବେଳେ ଚଳିତ ବର୍ଷ ହାଲ ସୁନାବେଡା ଜିଲ୍ଲା ପ୍ରଶାସନ କୁ ଏ କ୍ଷେତ୍ରରେ ସହଯୋଗ ର ହାଥ ବଢ଼ାଇଛି ।
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


