ଭୁବନେଶ୍ୱର ଶିଖରଚଣ୍ଡୀ ଶିବ ମନ୍ଦିର ପାଖେରେ ମଦ ଜବତ ହୋଇଥିବା ଦେଖିବାକୁ ମିଳିଛି । ସାମ୍ବାଦିକ ନମିତା ମ୍ୟାଡ଼ାମ ଘଟଣାସ୍ଥଳରେ ପହଁଚିଥିଲେ ଗାଡ଼ିରେ ମଦ ଯାଇଥିବା ଖବର ପାଇ ଗାଡି ଟିକୁ ଅଟକ ରଖା ଯାଇଥିଲା ମଦ ବୋତଲ ଜବତ କରିଛି ଇନ୍ଫୋସିଟି ଥାନା ଘଟଣା ସ୍ଥଳରେ ଆଇଆଇସି ମହେନ୍ଦ୍ର କୁମାର ସାହୁ ପହଂଚିଥିବା ବେଳେ ଗାଡି ଡ୍ରାଇଭର ଫେରାର ଥିବା ଜଣା ପାରିଛି କେଶ ମାମଲା ରୁଜୁ କରାଯାଇଛି ମଦ ବୋତଲ ଜବତ କରାଯାଇଛି । ସ୍ଥାନୀୟ ଗ୍ରାମବାସି ପୋଲିସ କୁ ଖବର ଦେଇଥଲେ ପୋଲିସ ଅବକାରୀ ବିଭାଗ ଘଟଣା କୁ ଚଢ଼ାଉ କରିବାକୁ ଦେଖିବାକୁ ମିଳିଛି ।

ଭୁବନେଶ୍ୱର ରୁ ସିଟି ରିପୋଟର ମନୋଜ ବେହେରା ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


