ରାମ ନବମୀ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ ଅଟେ ଏହା ଭଗବାନ ରାମ ଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ । ରାମ ନବମୀ ଚୈତ୍ର ମାସର ଶୁକ୍ଳ ପକ୍ଷର ନବମୀ ତିଥିରେ ପଡେ ଏହି ଦିନଟିକୁ ସମସ୍ତେ ଭକ୍ତ ଭଗବାନ ରାମ ଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ସହିତ ପାଳନ କରନ୍ତି ଭଗବାନ ରାମଙ୍କ ଜନ୍ମ ଅଯୋଧ୍ୟା ନଗରରେ ହୋଇଥିଲା ସେ ଦଶରଥ ମହାରାଜ ଙ୍କ ପୁତ୍ର ଥିଲେ ରାମ ନ୍ୟାୟ ସତ୍ୟ ଧର୍ମର ପ୍ରତ୍ୟୋକ ଭାବେ ପରିଚିତ ସେମାନଙ୍କ ଜୀବନ ଆମକୁ ସତ୍ୟ ଓ ଧର୍ମର ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ ରାମ ନବମୀ ଦିନରେ ମନ୍ଦିର ମାନଙ୍କରେ ଭଜନ ଜୀର୍ତ୍ତନ ଓ ହୋମ ଯଜ୍ଞ ର ଆୟୋଜନ କରାଯାଏ ଏହି ପବିତ୍ର ଦିନଟିକୁ ଶ୍ରଦ୍ଧା ଓ ଭକ୍ତିର ସହିତ ପାଳନ କରିବା ଉଚିତ ।

ଭୁବନେଶ୍ୱର ରୁ ସିଟି ରିପୋଟର ମନୋଜ ବେହେରା ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


