ବୈଦେଶ୍ଵର ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ)
ବୈଦେଶ୍ୱର୍ ଉଦୟନାଥ ସରକାରୀ ନୋଡାଲ ହାଇ ସ୍କୁଲ ରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ହେଡ୍ ସାର ଦିଲ୍ଲୀପ କୁମାର ପରିଡ଼ା, ସ୍କୁଲ ର ପରିଚାଳନା କମିଟି ର ସଭାପତି, ମନୋଜ କୁମାର ଗଡ଼ନାୟକ, ସମ୍ପାଦିକା, ପ୍ରମୋଦିନି ବ୍ରହ୍ମ,ସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଓପରିଚାଳନା କମିଟି ମେମ୍ବର ଉପସ୍ଥିତି ଥିଲେ।
ବାଙ୍କୀ ବୈଦେଶ୍ୱର ରୁ ମନୋଜ କୁମାର ଷଡ଼ଙ୍ଗୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


