ବରଗଡ଼:ତା- ୨୯/୧୨ (ବିଏମସି ଟିଭି ଓଡ଼ିଆ)
ବରଗଡ଼ ଜିଲ୍ଲାର ସର୍ବ ପୁରାତନ ଜର୍ଜ ହାଇସ୍କୁଲ ୧୯୭୮ ବ୍ୟାଚ ଛାତ୍ରଙ୍କ ବନ୍ଧୁ ମିଳନ ସ୍ଥାନୀୟ ଲା ଫ୍ଲୋରା ରିସଟ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ତଥା ଜିଲ୍ଲା ବାହାରେ ଅବସ୍ଥାନ କରୁଥିବା ଅନେକ ଛାତ୍ର ବିଭିନ୍ନ ସମସ୍ୟା ସତ୍ବେ ପୁରାତନ ସାଥିଙ୍କ ସହିତ ସାକ୍ଷାତ କରିବାକୁ ଆସିଥିବା ଛାତ୍ର ପିକୁ ମିଶ୍ର,ଡ଼ା ଲୁଲୁ ଦାଶ,ବେଲାଲସେନ ସରାଫ, ନିହାର ରଂଜନ ଦାଶ,ଡ଼ା ବିରଞ୍ଚି ପଣ୍ଡା, ରାଜକିଶୋର ମହାପାତ୍ର,ରବି ରଞ୍ଜନ ଦାସ, କୈଳାସ ପ୍ରଧାନ,ବିଜୁ ଶୁକ୍ଲା,ଦିଲିପ ଦାଶ,ମଧୂ ପଣ୍ଡା, ମନୋରଞ୍ଜନ ପୂଜାରୀ, ଅମିୟ ଭୋଇ,ଲୁଲୁ ରବିନ ଦାସ,ନିଲେଶ ଦେଶାଇ,ଦେବେନ୍ଦ୍ର ପାଣିଗ୍ରାହୀ,ମୁନୁ ରାୟଗୁରୁ, କାମଦେବ ପାତ୍ର,ରବି ପଟ୍ଟନାୟକ, ବିଜୟ ବେହେରା, ପ୍ରଦିପ ମହାପାତ୍ର, କିଶୋର ଦାଶ,ଆନନ୍ଦ ଭେଙ୍ଗରାଜ, ଦିନେଶ ଷଡ଼ଙ୍ଗୀ, ନରେନ୍ଦ୍ର ସାହୁ,ନଟବର ଶର୍ମା,ରିଷୀରାଜ ଶର୍ମା, ବିନୋଦ ବେରିବାଲ, ରାଜକୁମାର ଅଗ୍ରୱାଲ, ସତ୍ୟ ନାରାୟଣ ଶର୍ମା, ମିନକେତନ ରଥ, କୈଳାସ ବିଶ୍ଵାଳ,ଲକ୍ଷ୍ମୀ ରାଓ, ସୁରେଶ ଶର୍ମା, ବଟକୃଷ୍ଣ ଦାଶ, ପ୍ରମୋଦ ହୋତା, ପ୍ରଦିପ ପଟ୍ଟନାୟକ,ଜଗତ ସାହୁ, ଧୃବ ଛୁରିଆ, ସହଦେବ ଭମରଜାଲ, କିଶୋର ଅଦାବର, ଅରକ୍ଷିତ ସେଠ, କିଶୋର ପ୍ରଧାନ, ପ୍ରତାପ ପ୍ରଧାନ, ଗଜେନ୍ଦ୍ର ବେହେରା, ସୁନ୍ଦରମଣୀ ଦାଶ, ବିଦ୍ୟାଧର କର, ପ୍ରବିଣ ଦାଶ,ରାଜୁ ମିଶ୍ର, ଲିଙ୍ଗରାଜ ଭୋଇ,ବିଶ୍ଵନାଥ ଦତ୍ତ,କହ୍ନେୟାଲାଲ ଅଗ୍ରୱାଲ,ଧନପତି ବନଛୋର,ରାଧା ଚରଣ ସେଠ,ନିଳଚକ୍ର ଦେବତା,ଗୋୖରାଙ୍ଗ ଦୀପ ପ୍ରମୁଖ ଯୋଗଦାନ କରି ଭାବର ଆଦାନ ପ୍ରଦାନ କରିଥିଲେ, ଆସନ୍ତା ବର୍ଷ ୨୦୨୬ ଡିସେମ୍ବର ୨୭ ତାରିଖ ରବିବାର ଦିନ ପୁନର୍ବାର ଲା ଫ୍ଲୋରା ରିସଟ ଠାରେ ବନ୍ଧୁ ମିଳନ ପାଇଁ ସର୍ବସମ୍ମତିକ୍ରମେ କ୍ରମେ ନିଷ୍ପତ୍ତି ନିଆଯାଇ ପରିଚାଳନା ନିମନ୍ତେ ଦାୟିତ୍ୱ ଅର୍ପଣ କରାଯାଇଥିଲା।
ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


