ଭୁବନେଶ୍ୱର: ତା – ୦୭/୦୨(ବିଏମସି ଟିଭି ଓଡ଼ିଆ)
୨୫/୦୧/୨୦୨୬ ତାରିଖ ଦିନ ପୁଅ ସୂର୍ଯ୍ୟ ପ୍ରକାଶ ବେହେରା ନିଖୋଜ ଥିବା କଥା କୁ ନେଇ ବାପା ଉପନ୍ଦ୍ରେ ବେହେରା L-P 537 ପ୍ରଶାନ୍ତି ବିହାର ପୋଷ୍ଟ ଅଫିସ୍ କିଟ୍, ଜିଲ୍ଲା – ଖୋର୍ଦ୍ଧା ସୂର୍ଯ୍ୟ ପ୍ରକାଶ ସକାଳ ପ୍ରାୟ ୫.୩୦ ସମୟରେ ମର୍ଣିଙ୍ଗ ୱାକ କରି ଘରୁ ବାହାରି ଥିଲେ ଫେରି ନ ଥିବାରୁ ଘର ପରିବାର ଇନ୍ଫୋସିଟି ଥାନା ରେ ଅଭିଯୋଗ କରି ଥିଲେ ଏକମାତ୍ର ସନ୍ତାନ କୁ ବନ୍ଧୁ ବାନ୍ଧବ ଘର ସବୁ ଆଡ଼େ ଖୋଜା ଖୋଜି କରି ଥିଲେ ପୁଅ କୁ ନ ପାଇବାରୁ ଥାନା ରେ ଦରଖାସ୍ତ ଦେଇଥିଲେ ୨୮ ତାରିଖ ଦିନ ୧୨ଟା ବେଳେ ଥାନା ରେ ଅଭିଯୋଗ କରିଥିଲେ ଉପେନ୍ଦ୍ର ବେହେରା ଥାନା SI Ajay Behera ଅଧିକାରୀ ମହେନ୍ଦ୍ର କୁମାର ସାହୁ ଅଜୟ ବେହେରା ଝିଅ ଘରକୁ ଯାଇଥିଲେ ତାଙ୍କ ଘର ଲୋକ ଙ୍କୁ ପଚାର ଉଚରା କରିଥିଲେ ୬ଫେବୁଆରୀ ଦିନ ୧୨ଟା ବେଳେ ଥାନା ରୁ ଫୋନ ଆସିଲା ପୁଅ ବମ୍ୱେ ରେ ଥିଲା ବୋଲି ଫୋନ କନଫ୍ରେନ୍ସ ରେ କଥା ହେଲେ ତାଙ୍କ ପରିବାର ଲୋକ ପୁଅ ଝିଅ ଭଲ ପାଇବା କୁ ନେଇକି ଘରୁ ବାହାରି ଯାଇ ଥିଲା ସୂର୍ୟପ୍ରକାଶ ଥାନା SI ଅଜୟ ବେହେରା ପୁଅ ଘର ଲୋକ ଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଇକି ପୁଅ ସହିତ କଥା କରେଇ ଥିଲେ ଥାନା SI ଲେଡି ପ୍ରୋଟେକ୍ଟ ଟିମ୍ ସମ୍ପାଦକ ଅନିରୋଧ ଲେଙ୍କା ତାଙ୍କ ପରିବାର କୁ ଖୋଜିବାରେ ସାହାଯ୍ୟ କରିଛନ୍ତି
ଭୁବନେଶ୍ୱର ରୁ ମନୋଜ ବେହେରାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


