ଭୁବେଶ୍ବର: ତା -୩୧/୦୧(ବିଏମସି ଟିଭି ଓଡ଼ିଆ)
ଭୁବନେଶ୍ୱର କିଟସ ପାଖରେ ଥିବା ଦୁର୍ଗାପୂଜା ପଡିଆ ରେ ୪ ଦିନର ଗାଈ ବାଛୁରୀ କୁ ପଡିଆ ପାଚେରୀ କଡରେ କଟୁରୀ ରେ ହାଣିକି ଗୋରୁ ହତ୍ୟା କରିବାର ଦେଖିବାକୁ ମିଳିଛି । ଏନେଇ ୧୧୨ ଗାଡ଼ିରେ ବସେଇ ଇନ୍ଫୋ୍ସିଟି ଥାନା ଗ୍ରାମ୍ୟବାସୀ ଘେରାଉ କରିଥିବା ଦେଖିବାକୁ ମିଳିଛି । ଗୋମାତା ହତ୍ୟାକାରୀ କୁ କୋର୍ଟ ଚାଲାଣ କରାଯାଇଛି। ଇନ୍ଫୋ୍ସିଟି ଆଇଆଇସି ମହେନ୍ଦ୍ର କୁମାର ସାହୁ ଆରିସ୍ନାଲ ଡିସିପି ସୁବ୍ରତ କୁମାର ଘଟଣାକୁ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।
ଭୁବନେଶ୍ୱର ସିଟି ରିପୋର୍ଟର ମନୋଜ କୁମାର ବେହେରାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।



